इस जानकारी को छोड़ दें

ସ୍କୁଲ

ହୁଏତ ସ୍କୁଲରେ ଆପଣଙ୍କୁ ଈଶ୍ୱରଙ୍କ ବିଶ୍ୱସ୍ତ ରହିବା କଷ୍ଟ ଲାଗିପାରେ । ଆପଣ ହୁଏତ ଚିନ୍ତିତ ବା ନିରାଶ ହୋଇପାରନ୍ତି । ଆପଣ କʼଣ କରିବେ ଯାହାଫଳରେ ଆପଣ ବିନା ଟେନସନ୍‌ରେ ଭଲଭାବେ ପାଠ ପଢ଼ିପାରିବେ ।