इस जानकारी को छोड़ दें

ସାଙ୍ଗସାଥି

ଭଲ ସାଙ୍ଗ କରିବା କଷ୍ଟକର ଲାଗିପାରେ । କିନ୍ତୁ ସେମାନଙ୍କ ସହ ନିଜ ବନ୍ଧୁତା ବଜାୟ ରଖିବା ଆହୁରି କଷ୍ଟକର ଅଟେ । ଜାଣନ୍ତୁ ଯେ ଆପଣ ଏହା କିପରି କରିପାରିବେ ।

रूकावटें

ବାଜେ ଗପସପକୁ କିପରି ରୋକିବା ?

କଥା ହେଉ ହେଉ କାହାରି ବିଷୟରେ ଖରାପ କଥା ସେଥିରେ ପଶିଲେ ତୁରନ୍ତ ପଦକ୍ଷେପ ନିଅନ୍ତୁ ।