इस जानकारी को छोड़ दें

ଖାଲି ସମୟ

ମନୋରଞ୍ଜନ ଓ ଖେଳକୁଦ ଦ୍ୱାରା ଆପଣଙ୍କ ମନ ଖୁସି ହୋଇପାରେ ବା ଆପଣ ପୂରାପୂରି ଥକି ଯାଇପାରନ୍ତି । ଜାଣନ୍ତୁ ଯେ ଆପଣ ନିଜ ଖାଲି ସମୟର କିପରି ଭଲ ବ୍ୟବହାର କରିପାରିବେ ।

ଭିଡିଓ-ଗେମ୍‌ସ—କʼଣ ଆପଣ ସତରେ ଜିତୁଛନ୍ତି ?

ଭିଡିଓ ଗେମ୍‌ସ ଖେଳିବାରେ ମଜା ତ ଆସେ କିନ୍ତୁ ସେଥିରେ ବିପଦ ମଧ୍ୟ ରହିଛି । ଆମେ ସେହି ବିପଦଠାରୁ କିପରି ଦୂରେଇ ରହିପାରିବା ଓ ପ୍ରକୃତରେ ଜିତିପାରିବା ?