इस जानकारी को छोड़ दें

ସେକ୍ସ

ଦୁନିଆର ଅଧିକାଂଶ ଲୋକ ସେକ୍ସ ବିଷୟରେ ହିଁ ଭାବୁଥାନ୍ତି । ଏହା ସତ ଯେ ସେକ୍ସ ଭୁଲ ଜିନିଷ ନୁହେଁ, କିନ୍ତୁ ଆମକୁ ନିଜ ଇଚ୍ଛାଗୁଡ଼ିକ ଉପରେ କାବୁ କରିବାକୁ ହେବ । ଆମେ ଏହା କିପରି କରିପାରିବା ?

नैतिक स्तर

କିଶୋର-କିଶୋରୀ—ଦ୍ୱନ୍ଦ ଓ ତାର ଉତ୍ତର: ଯଦି କେହି ମୋତେ ସେକ୍ସ ପାଇଁ କହିବେ, ତେବେ କʼଣ କରିବି ?

ତିନୋଟି ବାଇବଲ ସିଦ୍ଧାନ୍ତ ସାହାଯ୍ୟରେ ଆପଣ ଏହି ଚାପର ସାମନା କରିପାରିବେ ।