इस जानकारी को छोड़ दें

ଅନଲାଇନ୍‌ ବାଇବଲ

ଅନଲାଇନ୍‌ରୁ ବାଇବଲ ପଢ଼ନ୍ତୁ ଏବଂ ଶୁଣନ୍ତୁ କିମ୍ବା ବିନାମୂଲ୍ୟରେ ବାଇବଲର ଅଡିଓ ରେକଡିଙ୍ଗ୍‌ ଏବଂ ସାଙ୍କେତିକ ଭାଷାରେ ଏହାର ଭିଡିଓ ଡାଉନଲୋଡ୍‌ କରନ୍ତୁ। ପବିତ୍ର ଶାସ୍ତ୍ରର ନୂତନ ଜଗତ ଅନୁବାଦ ବାଇବଲ ସଠିକ୍‌ ଅଟେ ଏବଂ ଏହା ପଢ଼ିବା ପାଇଁ ସହଜ। ଏହାର ସମ୍ପୂର୍ଣ୍ଣ କିମ୍ବା କିଛି ଭାଗ ୨୧୦ରୁ ଅଧିକ ଭାଷାରେ ଛପାଯାଇଛି। ଆଜି ପର୍ଯ୍ୟନ୍ତ ଏହି ବାଇବଲକୁ ୨୪କୋଟିରୁ ଅଧିକ ସଂଖ୍ୟାରେ ମୁଦ୍ରଣ କରାଯାଇଛି।

ଦେଖନ୍ତୁ

ପବିତ୍ର ଶାସ୍ତ୍ରର ନୂତନ ଜଗତ ଅନୁବାଦ