इस जानकारी को छोड़ दें

ଖରାପ ଅଭ୍ୟାସ

ଖରାପ ଅଭ୍ୟାସରେ ପଡ଼ିବା ବହୁତ ସହଜ ଓ ଏହି ଅଭ୍ୟାସକୁ ଛାଡ଼ିବା ବହୁତ କଷ୍ଟ । ଏହି ଭାଗରେ କୁହାଯିବ ଯେ ଆମେ କିପରି ଖରାପ ଅଭ୍ୟାସଗୁଡ଼ିକୁ ଛାଡ଼ିପାରିବା ଓ ଭଲ ଅଭ୍ୟାସଗୁଡ଼ିକୁ ବଢ଼ାଇପାରିବା ।

बातचीत

ବାଜେ ଗପସପକୁ କିପରି ରୋକିବା ?

କଥା ହେଉ ହେଉ କାହାରି ବିଷୟରେ ଖରାପ କଥା ସେଥିରେ ପଶିଲେ ତୁରନ୍ତ ପଦକ୍ଷେପ ନିଅନ୍ତୁ ।