इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଖୁସି ଖବର (୨୦୨୪ ଅଧିବେଶନର ଗୀତ)

ଖୁସି ଖବର (୨୦୨୪ ଅଧିବେଶନର ଗୀତ)

(ଲୂକ ୨:୧୦)

  1. ୧. ଆକାଶ ଓ ପୃଥିବୀ,

    ହେଲେ ଆନନ୍ଦ—

    ଯେବେ ମସୀହ ନେଲେ ଜନ୍ମ ।

    ଶୁଣ ହେ ଦୁଃଖୀ,

    ହୁଅ ଏବେ ଖୁସି ।

    (ଘୋଷା)

    ଖୁସି ଖବର—

    ମିଳିଲା ଆଶା,

    ଧନ୍ୟବାଦ୍‌ ପିତା ।

    ଖୁସି ଖବର—

    ପ୍ରଚାର୍‌ କରିବା ।

    ଯୀଶୁ ଜୀବନ,

    ସତ୍ୟ ଆଉ ପଥ ।

  2. ୨. ଯୀଶୁଙ୍କର ରାଜ୍ୟରେ,

    ଥିବା ଶାନ୍ତିରେ—

    ମିଳିବ ଅନନ୍ତ ଜୀବନ ।

    ହେବନି ଅନ୍ତ,

    ପୁତ୍ରଙ୍କ ଶାସନ ।

    (ଘୋଷା)

    ଖୁସି ଖବର—

    ମିଳିଲା ଆଶା,

    ଧନ୍ୟବାଦ୍‌ ପିତା ।

    ଖୁସି ଖବର—

    ପ୍ରଚାର୍‌ କରିବା ।

    ଯୀଶୁ ଜୀବନ,

    ସତ୍ୟ ଆଉ ପଥ ।

    (ଘୋଷା)

    ଖୁସି ଖବର—

    ମିଳିଲା ଆଶା,

    ଧନ୍ୟବାଦ୍‌ ପିତା ।

    ଖୁସି ଖବର—

    ପ୍ରଚାର୍‌ କରିବା ।

    ଯୀଶୁ ଜୀବନ,

    ସତ୍ୟ ଆଉ ପଥ ।