ପ୍ରସାରଣର ଗୀତ

ଏପରି ଗୀତଗୁଡ଼ିକର ଆନନ୍ଦ ନିଅନ୍ତୁ, ଯାହା ଯିହୋବାଙ୍କଠାରୁ ମିଳିଥିବା ପ୍ରତ୍ୟେକ ଜିନିଷ ପାଇଁ ଆମର କୃତଜ୍ଞତା ବଢ଼ାଏ ।

କିପରି ସମୟ ହେବ

ଖୁବ୍‌ ଶୀଘ୍ର ଏପରି ସମୟ ଆସିବ ଯେବେ ଆମେ ସବୁବେଳେ ଖୁସିରେ ରହିବା ।

ପ୍ରେମର ବନ୍ଧନ

ଯଦି ଆପଣଙ୍କ ବୈବାହିକ ଜୀବନରେ ଯିହୋବା ଥିବେ, ତାହେଲେ ଏହା ବହୁତ ଦୃଢ଼ ହେବ ।

ଯିହୋବା, ଦେ ସାହସ

ଆମେ ଯେକୌଣସି ପରୀକ୍ଷାର ସାମନା କରୁ ନା କାହିଁକି, ତାକୁ ସହିବା ପାଇଁ ଯିହୋବା ଆମକୁ ସାହସ ଦେଇପାରିବେ ।

ତୁମ ପାଇଁ ବଞ୍ଚେ

ଆମେ ଯିହୋବାଙ୍କୁ ପ୍ରେମ କରୁ, ତେଣୁ ଆମେ ସମର୍ପଣ କରୁ ଓ ବାପ୍ତିସ୍ମ ନେବା ପାଇଁ ପଦକ୍ଷେପ ନେଉ ।

ହାରେ ନା ପ୍ରେମ

ଯିହୋବା ଆମକୁ ଯେଉଁ ପ୍ରେମ କରନ୍ତି, ତାହା କେବେ ବି ଶେଷ ହୁଏ ନାହିଁ । ସେହି ପ୍ରେମ ଆମକୁ ଖୁସି ଓ ଶାନ୍ତି ଦେଇଥାଏ ।

ସର୍ବଦା ଆନନ୍ଦ

କେବଳ ଯିହୋବା ହିଁ ଆମକୁ ଆଜି ଓ ଭବିଷ୍ୟତରେ ପ୍ରକୃତ ଆନନ୍ଦ ଦେଇପାରନ୍ତି ।

ବିଶ୍ୱାସର ଆଖିରେ

ଭବିଷ୍ୟତର ଆଶିଷଗୁଡ଼ିକ ବିଷୟରେ କଳ୍ପନା କରନ୍ତୁ, ଯାହା ଈଶ୍ୱର ମଣିଷକୁ ଦେବେ ।

ଶେଷରେ ହେବ ଶାନ୍ତି ! (୨୦୨୨ ଅଧିବେଶନର ଗୀତ)

ନିଜ ସମସ୍ୟାଗୁଡ଼ିକୁ ଭୁଲିଯାନ୍ତୁ ଏବଂ ଈଶ୍ୱର ପ୍ରକୃତ ଶାନ୍ତି ଆଣିବାର ଯେଉଁ ପ୍ରତିଜ୍ଞା କରିଛନ୍ତି ତାʼ ଉପରେ ଧ୍ୟାନ ଦିଅନ୍ତୁ ।

ହେବ ନାହିଁ ଡେରି (୨୦୨୩ ଅଧିବେଶନର ଗୀତ)

ବିଶ୍ୱସ୍ତ ଲୋକମାନଙ୍କ ଉଦାହରଣରେ ଚାଲନ୍ତୁ ଓ ଧୈର୍ଯ୍ୟର ସହ ଯିହୋବାଙ୍କ ସମୟର ଅପେକ୍ଷା କରନ୍ତୁ ।

ଖୁସି ଖବର (୨୦୨୪ ଅଧିବେଶନର ଗୀତ)

ପ୍ରଥମ ଶତାବ୍ଦୀରୁ ଆରମ୍ଭ କରି ଏବେ ଯାଏ ମଣିଷମାନେ ଜୋରସୋରରେ ଖୁସିର ଖବର ଅନ୍ୟମାନଙ୍କୁ ଶୁଣାଇଛନ୍ତି । ଏହି କାମ ବହୁତ ବଡ଼ ମାତ୍ରାରେ ହେଉଛି । ଯୀଶୁ ନିଜେ ଖୁସିର ଖବର ଶୁଣାଇବା କାମର ମାର୍ଗଦର୍ଶନ କରୁଛନ୍ତି ଓ ଅନେକ ସ୍ୱର୍ଗଦୂତ ତାଙ୍କୁ ସହଯୋଗ କରୁଛନ୍ତି ।