इस जानकारी को छोड़ दें

ଜୀବନର ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନର ଉତ୍ତର ଆମେ କେଉଁଠି ପାଇବା ?

ଜୀବନର ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନର ଉତ୍ତର ଆମେ କେଉଁଠି ପାଇବା ?

ଉତ୍ତର କେଉଁଠି ପାଇବେ . . .

  • ବିଜ୍ଞାନ ?

  • ଶିକ୍ଷା ?

  • କିମ୍ବା ବାଇବଲ ?

ବାଇବଲର ଜଣେ ଲେଖକ ଈଶ୍ୱରଙ୍କୁ ପ୍ରାର୍ଥନାରେ କହିଥିଲେ

“ମୋତେ ବୁଦ୍ଧି ପ୍ରଦାନ କର . . . ତୁମ୍ଭର ସମୁଦାୟ ବାକ୍ୟ ସତ୍ୟ ।”— ଗୀତସଂହିତା ୧୧୯:୧୪୪, ୧୬୦, BSI ବାଇବଲ ।

ବାଇବଲ ଲକ୍ଷ ଲକ୍ଷ ଲୋକଙ୍କର ପ୍ରଶ୍ନର ଉତ୍ତର ଦିଏ ।

ଆପଣ ସେମାନଙ୍କ ମଧ୍ୟରୁ ଜଣେ ହେବେ କି ?

ଏ ବିଷୟରେ jw.org® ୱେବ୍‌ସାଇଟ୍‌ ଆପଣଙ୍କୁ ସାହାଯ୍ୟ କରିବ ।

ଅନ୍‌ଲାଇନ୍‌ରୁ ପଢ଼ନ୍ତୁ

ପ୍ରକାଶନାକୁ ଡାଉନ୍‌ଲୋଡ୍‌ କରନ୍ତୁ

ଏହା ମଧ୍ୟରୁ କେଉଁ ପ୍ରଶ୍ନ ଆପଣଙ୍କ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ ଅଟେ ?

  • ପୃଥିବୀକୁ ପ୍ରକୃତରେ କିଏ ଶାସନ କରୁଅଛି ? ଥି ଦୁଃଖକଷ୍ଟ କେବେ ସମାପ୍ତି ହେବ କି ?

  • ମୃତ ଲୋକମାନେ ପୁଣିଥରେ ଜୀବିତ ହୋଇ ପାରିବେ କି ?

  • ଏହି ପ୍ରଶ୍ନଗୁଡ଼ିକର ବାଇବଲ ଆଧାରିତ ଉତ୍ତର jw.org ୱେବ୍‌ସାଇଟ୍‌ରେ ଉପଲବ୍ଧ ।

(ଏହି ଟ୍ରାକ୍ଟଗୁଡ଼ିକୁ ପଢ଼ିବା କିମ୍ବା ଡାଉନ୍‌ଲୋଡ୍‌ କରିବା ପାଇଁ ପ୍ରକାଶନ > ବହି ଓ ପୁସ୍ତିକାକୁ ଦେଖନ୍ତୁ)

ଯିହୋବାଙ୍କ ସାକ୍ଷୀମାନେ ଆପଣଙ୍କ ସହ ବାଇବଲ ବିଷୟରେ ଆଲୋଚନା କରିବା ପାଇଁ ଖୁସୀ ହେବେ ।