इस जानकारी को छोड़ दें

କିଛି ସମୟ ପୂର୍ବେ ମୁଖ୍ୟ ପେଜ୍‌ରେ ଆସିଥିବା ତଥ୍ୟ

 

କʼଣ ଈଶ୍ୱର ସ୍ତ୍ରୀମାନଙ୍କ ଚିନ୍ତା କରନ୍ତି ?

ଏହି ପ୍ରଶ୍ନର ଉତ୍ତର ଜାଣିବା ଦ୍ୱାରା ଆପଣଙ୍କୁ ବହୁତ ଶାନ୍ତି ମିଳିବ, ବିଶେଷ କରି ଯଦି ଆପଣଙ୍କ ସହ ଅନ୍ୟାୟ ହେଉଛି କିମ୍ବା ଖରାପ ବ୍ୟବହାର କରାଯାଉଛି ।

 

ପରମେଶ୍ୱର ଦୁଃଖକଷ୍ଟକୁ କାହିଁକି ଅନୁମତି ଦେଇଛନ୍ତି ?

ଅନେକ ଲୋକ ଭାବନ୍ତି ଯେ ଜଗତରେ ଏତେ ଦୁଃଖକଷ୍ଟ ଏବଂ ଲୋକଙ୍କଠାରେ ଏତେ ଘୃଣାଭାବ କାହିଁକି ରହିଛି । ଏ ପ୍ରଶ୍ନର ସଠିକ୍‌ ଉତ୍ତର ବାଇବଲରେ ମିଳେ, ଯେଉଁଥିରୁ ଆମକୁ ବହୁତ ସାନ୍ତ୍ୱନା ମିଳେ ।

ଯୀଶୁ ଅପରାଧଗୁଡ଼ିକୁ ଶେଷ କରିଦେବେ

ଯୀଶୁ ଆମ ପାଇଁ ଏବେ ଯାଏ ଯାହା କରିଛନ୍ତି ଓ ଆଗକୁ ଯାହା କରିବେ, ତାʼପାଇଁ ଆମେ କିପରି ନିଜ କୃତଜ୍ଞତା ଦେଖାଇପାରିବା ?

ବିଜ୍ଞାନ ଓ ପବିତ୍ର ଶାସ୍ତ୍ର

ବାଇବଲରେ ବିଜ୍ଞାନ ସହ ଜଡ଼ିତ ଯେଉଁ କଥାଗୁଡ଼ିକ ଲେଖାଅଛି, କʼଣ ସେଗୁଡ଼ିକ ସଠିକ୍‌ ? ବାଇବଲରେ ଲେଖାଥିବା କଥାଗୁଡ଼ିକ ବିଷୟରେ ବୈଜ୍ଞାନିକମାନେ ଯାହା କହନ୍ତି, ତାହା ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

କିଶୋରକିଶୋରୀ ଓ ଯୁବାମାନଙ୍କ ପାଇଁ ସାହାଯ୍ୟ

କିଶୋରକିଶୋରୀ ଓ ଯୁବାମାନଙ୍କ ଜୀବନରେ ସାଧାରଣତଃ ଯେଉଁସବୁ ପରିସ୍ଥିତି ଓ ସମସ୍ୟା ଆସେ, ସେଗୁଡ଼ିକୁ ସାମନା କରିବା ପାଇଁ ବାଇବଲ କିପରି ସାହାଯ୍ୟ କରିପାରେ, ତାହା ଜାଣନ୍ତୁ ।