इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

କ’ଣ ଈଶ୍ୱରଙ୍କର ଉପାସନା କରିବା ପାଇଁ ମୂର୍ତ୍ତିଗୁଡ଼ିକର ବ୍ୟବହାର କରିବା ଠିକ୍‌ ?

କ’ଣ ଈଶ୍ୱରଙ୍କର ଉପାସନା କରିବା ପାଇଁ ମୂର୍ତ୍ତିଗୁଡ଼ିକର ବ୍ୟବହାର କରିବା ଠିକ୍‌ ?

ଆମେ ଈଶ୍ୱରଙ୍କୁ ଦେଖି ପାରି ନ ଥାଉ । ଆଉ ଯାହାକୁ ଆମେ ଦେଖିପାରି ନ ଥାଉ, ତାʼର ନିକଟବର୍ତ୍ତୀ କିପରି ହୋଇପାରିବା ? କʼଣ ଆମେ କୌଣସି ମୂର୍ତ୍ତିକୁ ପୂଜା କଲେ ଈଶ୍ୱରଙ୍କ ନିକଟବର୍ତ୍ତୀ ହୋଇପାରିବା ?