इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ବାଇବଲ ପରମେଶ୍ୱରଙ୍କ ତରଫରୁ ଅଟେ ବୋଲି ଆମେ କାହିଁକି ନିଶ୍ଚିତ ହୋଇପାରିବା ?

ବାଇବଲ ପରମେଶ୍ୱରଙ୍କ ତରଫରୁ ଅଟେ ବୋଲି ଆମେ କାହିଁକି ନିଶ୍ଚିତ ହୋଇପାରିବା ?

ବାଇବଲ କହେ ଯେ ଏହା “ଈଶ୍ୱରଙ୍କ ବାକ୍ୟ” ଅଟେ ଏବଂ ଈଶ୍ୱର “ସତ୍ୟବାଦୀ” ଅଟନ୍ତି । (୧ ଥେସଲନୀକୀୟ ୨:୧୩; ତୀତସ ୧:୨) କʼଣ ଏହା ସତ, ନା ବାଇବଲ ଏକ କଥା କାହାଣୀର ବହି ?