୨୦୨୪ ସୁସମାଚାର ଘୋଷଣା କର ! ଅଧିବେଶନର କାର୍ଯ୍ୟକ୍ରମ

ଶନିବାର

ଶନିବାରର କାର୍ଯ୍ୟକ୍ରମ ଗୀତସଂହିତା ୯୬:୨ ପଦ ଉପରେ ଆଧାରିତ, ଯେଉଁଠି ଲେଖାଅଛି, “ତାହାଙ୍କ ପରିତ୍ରାଣ ଦିନକୁ ଦିନ ପ୍ରକାଶ କର ।”

ରବିବାର

ରବିବାରର କାର୍ଯ୍ୟକ୍ରମ ମାଥିଉ ୨୪:୧୪ ପଦ ଉପରେ ଆଧାରିତ, ଯେଉଁଠି ଲେଖାଅଛି, “ . . . ତତ୍‌ପରେ ଯୁଗାନ୍ତ ହେବ ।”

ଉପସ୍ଥିତ ସମସ୍ତଙ୍କ ପାଇଁ ସୂଚନା

ଉପସ୍ଥିତ ସମସ୍ତଙ୍କ ପାଇଁ ଜରୁରୀ ସୂଚନା

ଆପଣଙ୍କୁ ହୁଏତ ଏହା ବି ଭଲ ଲାଗିବ

ଆମ ବିଷୟରେ

ସୁସମାଚାର ଘୋଷଣା କର ! ୨୦୨୪ର ଅଧିବେଶନରେ ଉପସ୍ଥିତ ହୁଅନ୍ତୁ

ଏହି ବର୍ଷର ଯିହୋବାଙ୍କ ସାକ୍ଷୀମାନଙ୍କର ତିନି ଦିନର ଅଧିବେଶନରେ ଆପଣମାନଙ୍କୁ ସ୍ୱାଗତ ।

ଅଧିବେଶନ

ଆପଣଙ୍କୁ ସ୍ୱାଗତ କରୁଛୁ: ୨୦୨୪ ସୁସମାଚାର ଘୋଷଣା କର ! ଯିହୋବାଙ୍କ ସାକ୍ଷୀମାନଙ୍କର ଅଧିବେଶନ

ଯିହୋବାଙ୍କ ସାକ୍ଷୀମାନଙ୍କ ଏହି ବର୍ଷର ଦୁଇ ଦିନର ଅଧିବେଶନରେ ଆପଣଙ୍କୁ ସ୍ୱାଗତ କରୁଛୁ ।

ଅଧିବେଶନ

ବାଇବଲ ଆଧାରିତ ଭିଡିଓ ଡ୍ରାମା: ଜଗତ ପାଇଁ ସତ୍ୟର ଆଲୋକ

ଯୀଶୁଙ୍କ ନିଆରା ଜୀବନ କାହାଣୀର ପ୍ରଥମ ଏପିସୋଡର ଏକ ଝଲକ ଦେଖନ୍ତୁ । ଏହି ଏପିସୋଡ ୨୦୨୪ର ଅଧିବେଶନରେ ଦେଖାଇ ଦିଆଯିବ ।