ପ୍ରହରୀଦୁର୍ଗ—ଅଧ୍ୟୟନ ସଂସ୍କରଣ ଫେବୃୟାରୀ ୨୦୨୪

ଏହି ସଂଖ୍ୟାରେ ୮ ଏପ୍ରିଲ୍‌–୫ ମେ, ୨୦୨୪ ପାଇଁ ଅଧ୍ୟୟନ ଲେଖା ଦିଆଯାଇଛି ।

ଅଧ୍ୟୟନ ଲେଖା ୫

“ଆମ୍ଭେ ତୁମ୍ଭକୁ କେବେ ହେଁ ଛାଡ଼ିବା ନାହିଁ” !

୮-୧୪ ଏପ୍ରିଲ୍‌, ୨୦୨୪ ମଧ୍ୟରେ ଅଧ୍ୟୟନ କରିବାର ଲେଖା ।

ଅଧ୍ୟୟନ ଲେଖା ୬

‘ଯିହୋବାଙ୍କ ନାମର ପ୍ରଶଂସା କର’

୧୫-୨୧ ଏପ୍ରିଲ୍‌, ୨୦୨୪ ମଧ୍ୟରେ ଅଧ୍ୟୟନ କରିବାର ଲେଖା ।

ଅଧ୍ୟୟନ ଲେଖା ୭

ଆମେ ନାସରୀୟମାନଙ୍କଠାରୁ କʼଣ ଶିଖୁ ?

୨୨-୨୮ ଏପ୍ରିଲ୍‌, ୨୦୨୪ ମଧ୍ୟରେ ଅଧ୍ୟୟନ କରିବାର ଲେଖା ।

ଅଧ୍ୟୟନ ଲେଖା ୮

ଯିହୋବା ଯେଉଁ ପଥ ଦେଖାନ୍ତି, ସେଥିରେ ଚାଲିବା ଜାରି ରଖନ୍ତୁ

୨୯ ଏପ୍ରିଲ୍‌–୫ ମେ, ୨୦୨୪ ମଧ୍ୟରେ ଅଧ୍ୟୟନ କରିବାର ଲେଖା ।

ଯିହୋବାଙ୍କ ସମୟର ଅପେକ୍ଷା କରିବା ବେଳେ ଖୁସି କିପରି ରହିବା ?

ଅନେକ ଲୋକ ଯିହୋବାଙ୍କ ସମୟର ଅପେକ୍ଷା କରି କରି ଥକି ଗଲେଣି । ଏସମୟରେ ଆମେ କିପରି ଧୈର୍ଯ୍ୟ ଧରିପାରିବା ଓ ଖୁସିରେ ରହିପାରିବା ?

ପ୍ରଶାସନ ଦଳରେ ଦୁଇଜଣ ନୂଆ ସଦସ୍ୟ

ବୁଧବାର ୧୮ ଜାନୁୟାରୀ ୨୦୨୩ ତାରିଖରେ ଏହା ଘୋଷଣା କରାଗଲା ଯେ ଭାଇ ଗେଜ୍‌ ଫ୍ଲିଗଲ ଓ ଭାଇ ଜେଫରୀ ୱିଣ୍ଡରଙ୍କୁ ଯିହୋବାଙ୍କ ସାକ୍ଷୀମାନଙ୍କର ପ୍ରଶାସନ ଦଳର ସଦସ୍ୟ ଭାବେ ନିଯୁକ୍ତ କରାଯାଇଛି ।

ଆପଣଙ୍କ ପ୍ରଶ୍ନ

ଭବିଷ୍ୟତ ବିଷୟରେ କହିବା ପାଇଁ ଯିହୋବାଙ୍କ ପାଖରେ ଯେଉଁ ଦକ୍ଷତା ଅଛି, ସେବିଷୟରେ କʼଣ କୁହାଯାଇଛି ?

କʼଣ ଆପଣ ଜାଣନ୍ତି ?

ଏପରି ତିନୋଟି କାରଣ ଉପରେ ଧ୍ୟାନ ଦେବା, ହୁଏତ ଏହି କାରଣ ଯୋଗୁଁ ସେମାନେ ଏପରି କଲେ ।