इस जानकारी को छोड़ दें

ଯୀଶୁ ଖ୍ରୀଷ୍ଟଙ୍କ ମୃତ୍ୟୁକୁ ସ୍ମରଣ କରନ୍ତୁ

ଯୀଶୁ ଖ୍ରୀଷ୍ଟଙ୍କ ମୃତ୍ୟୁକୁ ସ୍ମରଣ କରନ୍ତୁ

ପ୍ରତିବର୍ଷ ଯିହୋବାଙ୍କ ସାକ୍ଷୀମାନେ ଯୀଶୁ ଖ୍ରୀଷ୍ଟଙ୍କ ମୃତ୍ୟୁକୁ ତାହାଙ୍କ ଆଜ୍ଞା ଅନୁସାରେ ସ୍ମରଣ କରିଥାʼନ୍ତି। (ଲୂକ ୨୨:୧୯, ୨୦) ଏହି ମହତ୍ତ୍ୱପୂର୍ଣ୍ଣ ସମାରୋହକୁ ଆମ ସହିତ ପାଳନ କରିବା ପାଇଁ ଆମେ ଆପଣଙ୍କୁ ଆଦରର ସହିତ ନିମନ୍ତ୍ରଣ କରୁଛୁ। ଏଠାରେ ଜାଣିପାରିବେ ଯେ ଯୀଶୁ ଖ୍ରୀଷ୍ଟଙ୍କ ଜୀବନୀ ଏବଂ ତାହାଙ୍କ ମୃତ୍ୟୁରୁ ଆପଣ କʼଣ ଲାଭ ପାଇପାରିବେ।