इस जानकारी को छोड़ दें

ଯୁବକଯୁବତୀମାନେ କʼଣ କହନ୍ତି ?

ଭିଡିଓ ଦେଖନ୍ତୁ ଓ ଜାଣନ୍ତୁ ଯେ ସାରା ପୃଥିବୀରେ ଥିବା ଯୁବକଯୁବତୀମାନେ ନିଜ ଜୀବନରେ ଥିବା ସମସ୍ୟାଗୁଡ଼ିକର ସାମନା କିପରି କରୁଛନ୍ତି ।

 

ଯୁବକଯୁବତୀମାନେ ରୂପ-ରଙ୍ଗ ବିଷୟରେ କʼଣ କହନ୍ତି

ଯୁବକଯୁବତୀମାନଙ୍କୁ ନିଜ ରୂପ-ରଙ୍ଗକୁ ନେଇ ଏତେ ଚିନ୍ତା କାହିଁକି ହୁଏ ? ଏହି ମାମଲାରେ ସେମାନଙ୍କୁ କେଉଁଠୁ ସାହାଯ୍ୟ ମିଳିବ ?

କିଶୋର-କିଶୋରୀ—ଦ୍ୱନ୍ଦ ଓ ତାର ଉତ୍ତର: ଯଦି କେହି ମୋତେ ସେକ୍ସ ପାଇଁ କହିବେ, ତେବେ କʼଣ କରିବି ?

ତିନୋଟି ବାଇବଲ ସିଦ୍ଧାନ୍ତ ସାହାଯ୍ୟରେ ଆପଣ ଏହି ଚାପର ସାମନା କରିପାରିବେ ।

ବାଇବଲ ପଢ଼ିବା ବିଷୟରେ ଯୁବାମାନେ କʼଣ କହନ୍ତି ?

ବହି ପଢ଼ିବା ସମସ୍ତଙ୍କର ଅଭ୍ୟାସ ନ ଥାଏ । ଆଉ କେତେକଙ୍କୁ ପଢ଼ିବା ଭଲ ମଧ୍ୟ ଲାଗେ ନାହିଁ । କିନ୍ତୁ ବାଇବଲ ଏପରି ଏକ ବହି ଯାହାକୁ ପଢ଼ିଲେ ଆପଣଙ୍କୁ ନିଶ୍ଚୟ ଲାଭ ମିଳିବ । ଚାରିଜଣ ଯୁବାଙ୍କଠାରୁ ଶୁଣନ୍ତୁ ଯେ ବାଇବଲ ପଢ଼ିବା ଦ୍ୱାରା ସେମାନଙ୍କୁ କʼଣ କʼଣ ଲାଭ ମିଳୁଛି ।