इस जानकारी को छोड़ दें

ବାଇବଲ ଆଧାରିତ ଭିଡିଓ ଡ୍ରାମା: ଯୀଶୁଙ୍କ ନିଆରା ଜୀବନ କାହାଣୀ: ଏପିସୋଡ ୧—ଜଗତ ପାଇଁ ସତ୍ୟର ଆଲୋକ

ବାଇବଲ ଆଧାରିତ ଭିଡିଓ ଡ୍ରାମା: ଯୀଶୁଙ୍କ ନିଆରା ଜୀବନ କାହାଣୀ: ଏପିସୋଡ ୧—ଜଗତ ପାଇଁ ସତ୍ୟର ଆଲୋକ

ଯିହୋବା ଈଶ୍ୱର କହନ୍ତି ଯେ ସେ ମଣିଷକୁ କିପରି ବଞ୍ଚାଇବେ । ଜିଖରୀୟ ଓ ଏଲୀଶାବେଥଙ୍କୁ ଜଣାପଡ଼ିଲା ଯେ ସେମାନଙ୍କୁ ଜଣେ ପୁଅ ହେବ, ଯିଏ ଆଗକୁ ଯାଇ ଭବିଷ୍ୟଦ୍‌ବକ୍ତା ହେବ । ଯୋଷେଫ ଓ ମରୀୟମ, ମସୀହଙ୍କ ଲାଳନପାଳନ କରି ତାଙ୍କୁ ବଡ଼ କରିବେ ଏବଂ ତାଙ୍କୁ ଆକ୍ରମଣରୁ ରକ୍ଷା କରିବେ ।